ଶ୍ରୀହୀନ ଏକାମ୍ରକାନନ : ଚାଲୁନି ବୋଟ୍‌, ଫୁଟୁନି ପଦ୍ମ, ଦାୟୀ କିଏ ?

ଖଣ୍ଡଗିରି : ସମ୍ପ୍ରତି ଏକାମ୍ର କାନନ ଶ୍ରୀହୀନ ହୋଇପଡ଼ିଛି। ରାଜଧାନୀର ସବୁଠାରୁ ସୌନ୍ଦର୍ଯ୍ୟଭରା ଏହି ପାର୍କ ଏବେ ପର୍ଯ୍ୟଟକଙ୍କୁ ନିରାଶ କରୁଛି। ମୁଖ୍ୟ ଆକର୍ଷଣ ବୋଟିଂ ବ୍ୟବସ୍ଥା ବନ୍ଦ ପଡ଼ିଥିବା ବେଳେ ପଦ୍ମ‌ପୋଖରୀରେ ଆଉ କଢ଼ଟିଏ ଦେଖାଯାଉନି। ପ୍ରବେଶିକା ଫି’ ଓ ଗାଡ଼ି ପାର୍କିଂ ଫି’ ଗଣି ଭିତରକୁ ପଶିବା ପରେ ବୋଟିଂ ସୁବିଧା ନପାଇ ଲୋକେ ନିରାଶ ହେଉଛନ୍ତି। ପ୍ରତିବର୍ଷ ରଜକୁ ଏହି ପାର୍କରେ ପ୍ରବଳ ଭିଡ଼ ହୋଇଥାଏ। … Continue reading ଶ୍ରୀହୀନ ଏକାମ୍ରକାନନ : ଚାଲୁନି ବୋଟ୍‌, ଫୁଟୁନି ପଦ୍ମ, ଦାୟୀ କିଏ ?